Hot Posts

6/recent/ticker-posts

ହରିପୁର ବଜାର ରାସ୍ତାର ପାର୍ଶ୍ଵରେ ଜଳଛତ୍ର ରେ ଦହିପାଣି ବଣ୍ଟନ।

କୁଆଖିଆ, ୦୧/୦୫ ( ନିରୋଜ କୁମାର ସେଠୀ ) : ମାନବ ସେବା ହିଁ ମାଧବ ସେବା ,ମନଵୃତ୍ତୀ ନେଇ ହରି ପୁର ଅଞ୍ଚଳର ଜଣେ ନ ସ୍ବାର୍ଥ ପର ମଣୀଷ ନିଜର ଚେଷ୍ଟାର ଖରାରେ ଛତା ଖଣ୍ଡେ ତଳେ ରହି ପ୍ରତି ଦିନ ଖରା ହେଲେ ପଥଚାରୀ ମାନଙ୍କୁ ଦହି ପାଣି ବାଣ୍ଟି ଚାଲି ଥାନ୍ତି।ଯାହାର ଦୃଶ୍ୟ ଆମର ପ୍ରତିନିଧି ଙ୍କ ଦୃଷ୍ଠୀ ଗୋଚର ହେଉଥିଲା।ଯାହାର ଫଟୋ ଆପଣ ମାନଙ୍କୁ ଏଠାରେ ଦୃଶ୍ୟ ମାନ ହୁଏ।