Hot Posts

6/recent/ticker-posts

ତାରାମଣୀ ମହାନ୍ତି ଙ୍କ ର ସ୍କୁତି ସଭା ଅନୁଷ୍ଠିତ

କୋରେଇ, ୦୧/୦୫ (ନିରୋଜ କୁମାର ସେଠୀ) : କୋରେଇ ବ୍ଲକ ଅନ୍ତର୍ଗତ ଜଳ ପତିପୁର,( ମୀଟୁ‌ଆଣୀ)ଗ୍ରାମର ତାରାମଣୀ ମହାନ୍ତି ଙ୍କ ର ସ୍କୁତି ସଭା ଗତ ତା-26/4/2026 ରିଖ ସନ୍ଧ୍ୟା 5 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍କୃତି ସଭାରେ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ସମାଗମ ହୋଇଥିଲା। ଅଧ୍ୟାପକ ସଞ୍ଚୟ କୁମାର ଦଳାଇ ସଭା ଟିକୁ ପରି ଚାଳନା କରିଥିଲେ। ଉକ୍ତ ସଭାରେ ସମାଜ ସେବୀ ବିନୋଦ ଧଳ ଓ ଅଭୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ଡ଼,ନିର୍ମଳ ରଥ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ର କର କମଳରେ ଦ୍ଵୀପ ପ୍ରଜ୍ବଳନ କରିଥଲେ। ତାରାମଣି ମହାନ୍ତି ଙ୍କର ଆତ୍ମା ର ସଦ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ତାଂକ ର ପୁତ୍ର ସନ୍ତୋଷ କୁମାର ମହାନ୍ତି ମା ଙ୍କର ଜୀବନ ଶୈଳୀ, କାର୍ଯ୍ୟ ବଳୀ ଉପରେ ଆଲୋକପାତ କରିଥିଲେ ଏବଂ ବାରମ୍ବାର ମନେ ପକାଉ ଥିଲେ। ଆହୁରି ମଧ୍ୟ ଉକ୍ତ ସଭାରେ ମହେଶ୍ୱର ମହାନ୍ତି, ଶୁଭ୍ରାଂଶୁ ଶେଖର ନାୟକ,ରବିନ୍ଦ୍ର କୁମାର ବେହେରା,ତାପସ କୁମାର ଖଣ୍ଡାଇ , ବିକାଶ କୁମାର ମଲ୍ଲିକ ଙ୍କୁ ସମ୍ବର୍ଦ୍ଧନା ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଶିକ୍ଷକ ତାପସ କୁମାର ଖଣ୍ଡାଇ ଧନ୍ୟବାଦ୍ ଅର୍ପଣ କରିଥିଲେ।