Hot Posts

6/recent/ticker-posts

ବ୍ରିଜ ର ଭାଗ୍ୟ କଣ ହେବ?

କଟକ, ୦୧/୦୫ ( କାହ୍ନୁ ଚରଣ ବାରିକ ) : କଟକ ଖାନନଗର ନିକଟରେ ଚାଲିଥିବା ବ୍ରିଜ କାର୍ଯ୍ୟ କୁ ରେଳ ବିଭାଗ କ୍ଲିୟରାନ୍ସ ଦେଲା ନାହିଁ । ଯାହା ଫଳରେ ବର୍ତ୍ତମାନ ବ୍ରିଜ୍ ର ଭବିଷ୍ୟତ ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଯେହେତୁ ବ୍ରିଜ୍ ର କିଛି ଅଂଶ ରେଳ ପୋଲ ତଳେ ରହିଛି ସେଥିପାଇଁ ରେଳ ବିଭାଗ କ୍ଲିୟରାନ୍ସ ଦେଲା ନାହିଁ। ତେବେ ବ୍ରିଜ୍ ନିର୍ମାଣ ର ଏତେ ବର୍ଷ ବିତିବା ପରେ ବର୍ତ୍ତମାନ କାହିଁକି ରେଳ ବିଭାଗର ନିଦ ଭାଙ୍ଗିଲା। ଆଗରୁ କାହିଁକି କିଛି କଥା ଉଠିଲା ନାହିଁ। ଶହ ଶହ କୋଟି ଟଙ୍କାରେ ନିର୍ମିତ ବ୍ରିଜ ରେ କଣ ରିଲ୍ ସୁଟ୍ କରିବେ ଆଗକୁ କଟକ ଲୋକେ ନା କଣ। ଏଥିପାଇଁ କାହିଁକି ଯତ୍ନବାନ ହେଉ ନାହାନ୍ତି କଟକ ସହରର ନେତା ଓ ବୁଦ୍ଧିଜୀବୀ ମାନେ।