Hot Posts

6/recent/ticker-posts

ଜାତୀୟ ପଞ୍ଚାୟତ ରାଜ ଦିବସର ସମାରୋହ l

ତେନ୍ତୁଳୀଖୁଣ୍ଟି, ୨୪/୦୪ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ତେନ୍ତୁଳୀଖୁଣ୍ଟି ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତେନ୍ତୁଳୀଖୁଣ୍ଟି ବ୍ଲକ ଅଧ୍ୟକ୍ଷତା ଶ୍ରୀ ମୋତି ନୀଳନ୍ଦ୍ରି ନାୟକ, ଉପଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ସଂମାନ୍ନୀତ ଏତିଥି ଜିଲ୍ଲା ପରିଷଦ ସଭ୍ୟ ରୋତି କାନ୍ତ ପଣ୍ଡା. ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ବିଶଇ. ବରିଷ୍ଠ ରାଜନୀତିଜ୍ଞ ନାରାୟଣ ପାତ୍ର, ପୂର୍ବ ତନ ଚେରମାନ ଭଗବାନ ଜାନି. ପୂର୍ବତନ ସରପଞ୍ଚ ଅଞ୍ଚଳ ଗୁମା ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ ଙ୍କୁ ଗୋଷ୍ଟି ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ ଉପୋଢ଼କନ ଦେଇ ସ୍ଵାଗତ ଜଣାଇ ଥିଲେ. ଆଜିର ଏହି ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଦିବସରେ ଉପସ୍ଥିତ ଥିବା ଅତିଥି ଙ୍କର ବକ୍ତବ୍ୟ ପରେ. ଅନ୍ତରଦ୍ୱୟ ଗୃହ ଯୋଜନାର କାର୍ଯ୍ୟ ଦେଶ ଓ଼ ଦିବ୍ୟାଙ୍ଗ ମାନଙ୍କୁ ଭୋତା ବଣ୍ଟନ କରା ଯାଇଥିଲା. କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହିକି ସମାରୋହ ରେ ଅଧିକାଂଶ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ନ ଥିବାର ଦେଖିବା କୁ ମିଳିଥିଲା. ଜାତୀୟ ପଞ୍ଚାୟତରାଜ ଦିବସ 2026 ସମାରୋହର ବଲାଙ୍ଗୀର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମହନ ଚରଣ ମାଝୀ ଯୋଗ ଦେଇ ଦୂର ଭାଷ ମାଧ୍ୟମ ରେ ଓଡ଼ିଶାର ସମସ୍ତ ବ୍ଲକ ର ଜନ ପ୍ରତିନିଧି ତଥା ଜନସାଧାରଣ ଙ୍କୁ ପଞ୍ଚାୟତ ରାଜ ବିଷୟ ରେ ଅଭିଭାଷଣ ପ୍ରଦାନ କରି.. ବିକଶିତ ଓଡିଶା ବିକଶିତ ଭାରତ ଗୋଠନ କରିବା ପାଇଁ ପ୍ରଥମେ ମୋଜଭୁତ ପଞ୍ଚାୟତ ମୋଜଭୁତ ଗାଁ ଗଠନ କରିବା ନିତାନ୍ତ ଆବଶ୍ୟକ ବୋଲି ଜନସାଧାରଣ ଙ୍କୁ ନେବେଦନ କରିଥିଲେ l