Hot Posts

6/recent/ticker-posts

ଭବାନିପାଟଣା ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା ।

କଳାହାଣ୍ଡି, ୨୩/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ଦଳଗୁଡ଼ିକ ବିରୁଦ୍ଧରେ ଭବାନୀପାଟଣା ଗାନ୍ଧିଛକ ଠାରେ "ଜନ ଆକ୍ରୋଶ ପଦଯାତ୍ରା" ଅନୁଷ୍ଠିତ ହୋଇଛି। ଏହି ରାଲିରେ ମହିଳାମାନେ ଫ୍ଳାଗ ମାର୍ଚ୍ଚ ଧରି ବିରୋଧୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ରାହୁଲ ଗାନ୍ଧୀ ,ନବୀନ ପଟ୍ଟନାୟକ ଙ୍କ ଫଟୋଚିତ୍ର ଦାହ କରିବା ସହ ମହିଲା ବିରୋଧି , ଇଣ୍ଡି ମେଣ୍ଟ ତାର ଦଶା ଭୋଗିବ ବୋଲି କହିଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ