Hot Posts

6/recent/ticker-posts

ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ

ବରୀ, ୨୫/୦୪ ( ରଂଜିତ ମହାନ୍ତି ) : ବରୀରେ ଅସହ୍ୟ କଲାଣି ଗ୍ରୀଷ୍ମ ପ୍ରବାହ । ହ। ୧୧ବାଜି ଲେ ପଦାକୁ ବାହାରି ରିବା କଷ୍ଟସାଧ୍ୟ । ଗୁଳୁଗୁଳି ପ୍ରବଳ ଗୁଳି ଓ ଝାଞ୍ଜି ପବନ ଜନ ଜୀବନକୁ ନକୁ ଅସ୍ତ ବ୍ୟସ୍ତ କରି ପକାଉଛି । ବରୀ ରେ ୩୯ ଡିଗ୍ରୀ ପାରଦ ଛୁଇଁ ଲାଣି । ପଦାକୁ ବାହାରି କୁ ଡରଲାଗୁଛି । ଗରମ ସାଙ୍ଗକୁ ଗୁଳୁଗୁଳି ଖରାଅସହ୍ୟ ହେଉଛି ବାହାରକୁ ବାହାରିବା କଷ୍ଟ ହେଉଛି । ରାସ୍ତା ଘାଟ ରେ ନାହିଁ ଉପଯୁକ୍ତ ପାନୀୟ ବ୍ୟବସ୍ଥା । ଗାଢିଆ, ପୋଖରୀ, ନାଳ ଶୁଖୁ ଗଲାଣି । ପଶୁ, ପକ୍ଷୀ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି । ବାଟେଇ ମାନେ ପାଣି ମୁନ୍ଦେ ପିଇବାକୁ କୁ ହଇରାଣ ହେଉଛନ୍ତି । ବିଷୁବସଂକ୍ରାନ୍ତି ରେ କିଛି ସ୍ଥାନରେ ଜଳଛତ୍ର ଏବେ କିଛି ସ୍ଥାନରେ ଜଳଛତ୍ର ଚାଲିଛି ମାତ୍ର ଆବଶ୍ୟକ ମୁତାବକ ଜ ଜଳଛତ୍ର ଖୋଲା ଯାଉନଥ୍ ବାରୁ ପଥୁ ଚାରୀଙ୍କ ତୃଷ୍ଣା ମେଣ୍ଟାଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ପାରୁନାହିଁ । ନାହିଁ କ୍ଷ ଏଦିଗରେ