Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲା ରେ ବିଜେଡି ର କାର୍ଯ୍ୟକର୍ତ୍ତା ସଭାପତି ହେଇଛନ୍ତି ପି ଗୌରୀ ଶଙ୍କର

ରାୟଗଡ଼ା, ୦୪/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ରେ ବିଜୁ ଜନତା ଦଳ ର କାର୍ଯ୍ୟକରି ସଭାପତି ଭାବେ ରାୟଗଡ ବ୍ଲକ୍ ର ପୁର୍ବତନ ଉପାଧ୍ଯକ୍ଷ ପି ଗୌରୀ ସେ ଜିଲ୍ଲା ବିଜୁ ଜନତା ଦଳ ର ଦକ୍ଷ ସୁ ସଂଘଟକ ପି ଗୌରୀଶଙ୍କର ପୁର୍ବତନ ସରକାର ସମୟ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ସେ ଜଣେ ଜିଲ୍ଲା ସଂଯୋଜକ ସହ ଦଳ ର ଉପ ସଭାପତି କାର୍ଯ୍ୟ ତୁଲାଇ ଥୂଲେ। ସେ ଜଣେ ବିଜୁ ଜନତା ଦଳ ବରିଷ୍ଟ କର୍ମୀ ମାନ୍ୟବର ପୁର୍ବତନ ମୂଖ୍ୟମନ୍ତ୍ରୀ ଜିଲ୍ଲା ରେ କାର୍ଯ୍ୟକରି ସଭା ସଭାପତି ପଦବୀ ଦେଇ ଦେଇ ଥିବାରୁ ବିଜୁ ଜନତା ଦଳ ରେ କର୍ମୀ ଓ ଆଖପାଖ ଅଞ୍ଚଳ ର ଲୋକ ମାନେ ବହୁତ୍ ଉଛାହିତ ହେଇଛନ୍ତି