Hot Posts

6/recent/ticker-posts

ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ବରୀ, ୦୪/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଯଜ୍ଞେଶ୍ଵର ଉଚ୍ଚପ୍ରାଥମିକ ବିଦ୍ୟାଳୟ ବୋଦୁଅ ଓ ପାଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୨ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦଯାପିତ ହେlଇଯାଇଛି l ଏହି ପୁରସ୍କାରବିତରଣ ଉତ୍ସବ ରେ ଯଜ୍ଞେଶ୍ଵର ଉଚ୍ଚପ୍ରଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀସୁମିତ୍ରା ପଣ୍ଡା ଙ୍କ ସଭାପତିତ୍ଵ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର,ସମ୍ମlନିତ ଅତିଥି ଭାବେ ସାମ୍ବାଦିକ ବିଶ୍ୱଭୂଷଣଜେନା ଯୋଗ ଦେଇ ଛାତ୍ରଓ ଛାତ୍ରୀ ମାନେ ବିଦ୍ୟାଳୟ ରେ ଭଲପାଠ ପଢିବା ସାଙ୍ଗକୁ ବିଭିନ୍ନ ଖେଳକୁଦରେ ଖେଳୁଆଡ ମନୋଭାବପ୍ରଦର୍ଶନ କରି ଭଲ ଖେଳି ପାରିଲେଭବିଷ୍ୟତ ରେ ଜଣେ ଜଣେ ଭଲମଣିଷ ହେlଇ ସମାଜ ର ଟେକ ରଖିପାରିବେ ବୋଲି ଅତିଥୀ ମାନେପରାମର୍ଶ ଦେଇଥିଲେ । ପାଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନା ଅତିଥୀ ପରିଚୟ ପ୍ରଦାନ ସାଙ୍ଗ କୁମଞ୍ଚ ପରିଚାଳନା କରି ଉତ୍ସବ ରଆଭିମୁଖ୍ୟ ସମ୍ପର୍କ ରେ ମତାମତପ୍ରଦାନ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥୁମାନେ କପ୍ ପ୍ରଦାନକରିଥିଲେ । ।ଏହି ଖେଳ କୁ ଶିକ୍ଷୟିତ୍ରୀସ୍ନିଗ୍ଧା ରାଣୀ ଓଝା, ସରୋଜ କୁମାର ମହାନ୍ତି ମୋହନ ପରମlଣିକ, ମଧୁସ୍ମିତା ପଳେଇ ପରିଚାଳନାକରିଥିଲେ ।ବିଦ୍ୟାଳୟ ର ଛାତ୍ରୀ ମାନଙ୍କଦ୍ଵାରା ମଧ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା।