ଭୁରୁଙ୍ଗା ରାସ୍ତା ଉଭୟ ପାର୍ଶ୍ବରେ ମାଡିଗଲାଣି ଅନାବନା ଗଛ
ବରୀ, ୧୭/୦୧ ( ରଂଜିତ ମହାନ୍ତି ) : ବରୀ ବରୁଆ ମୁଖ୍ୟ ରାସ୍ତା ର ଭୁରୁଙ୍ଗା ଛଳ ରୁ ଯାଇଥିବା ଗ୍ରାମ୍ୟଉନ୍ନୟନ ରାସ୍ତା ର ସଂସ୍କୃତଟୋଲ ନିକଟ ରାସ୍ତା ର ଘାଟକୂଳ କୂଳ ଠାରୁ ଚଟୁମାରୀ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟଉନ୍ନୟନ ରାସ୍ତା ର ଉଭୟ ପାର୍ଶ୍ଵରେ ଅନାବ ବନା ଗଛ ରାସ୍ତା କୁ ମାଡି ରାସ୍ତା ସଙ୍କୁଚିତ ହେଇଗଲାଣି କ୍ଷ ତାହା ରାସ୍ତା ରୁ ପିଚୁ ଉଠିଖଣ୍ଡିଆ ଖାବରା ହେଇଗଲାଣି କ ଏହି ରାସ୍ତା ରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ଗାଡି ସହିତ ଲୋକ ମନେ ମୁଖ୍ୟ ଗମନା ଗମନ କରିଥାନ୍ତି କ୍ଷ ବିଭାଗ ଦୃଷ୍ଟି ପଡିବ କେବେ ଏହି ରାସ୍ତାଟିକୁ ନୀୟ ଜନସାଧାରଣ ମରାମତି ପାଇଁ ସ୍ଥାନୀୟ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀଯନ୍ତ୍ରୀ ବରୀ ୧ ବିନୋଦ ଶିଆଳ କୁହନ୍ତି ଖୁବ ଶ୍ରୀଘ୍ର ରାସ୍ତା ମରାମତି ହେବ ।