ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ନରସିଂହନାଥ ରୁ ଭୁବନେଶ୍ୱର ଯାତ୍ରା
ବରଗଡ଼, ୧୬/୦୧ ( ଭାଗିରଥି ଭୋଇ ) : ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୁରସିଂ ନାଥ ପାଇକମlଳ ରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି l ଆସନ୍ତା ତା 17/01/2026ରିଖ ଶନିବାର ଦିନ ହେବା କୁ ଥିବା ଉତ୍କଳ ବିକାଶ ଯୁବ ପରିଷଦ ଭୁବନେଶ୍ୱର ତରଫରୁ 12ତମ ରାଷ୍ଟ୍ରିୟ ନେତାଜୀ ସୁବାଷ ବୋଷ ଜନ୍ମ ଜୟନ୍ତୀ ଓ ପାର୍ବତୀ ଗିରି,ଆବିଦ ହାସନ ସାଫ୍ରାନି ଙ୍କ ଉସର୍ଗିକୃତ ଉତ୍ସବ 2026 ବୁଦ୍ଧ ମନ୍ଦିର ହଲ ୟୁନିଟ,3 ଭୁବନେଶ୍ୱର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୁବ ପରିଷଦ ର ଆବାହକ ଦୁର୍ଯ୍ୟୋଧନ ପୁଟା ଙ୍କ ନେତୃତ୍ୱ ରେ ଏକ 60ଜଣିଆ କର୍ମକର୍ତା ଯୋଗ ଦେବାପାଇଁ ଭୁବନେଶ୍ୱର ଯାଉଛନ୍ତି l ଏଥିରେ ରାସହ ବିହାରୀ ସାହୁ, ଗଙ୍ଗାଧର ସାହୁ,ସୁମନ୍ତ ସେଠ, ସାନନ୍ଦ ସୁନାନୀ, କୃଷ୍ଣ ଭୋଇ, ଆନନ୍ଦ ପୁଟା, ଗଜରାଜ ଡନସନା ,ଝସକେତନ ସାହୁ,ହେମନ୍ତ ଭୋଇ,କୀର୍ତ୍ତନ ଦାଉ,ଅନଙ୍ଗ ପୁଟା,ଅଲିଭା ସାହୁ ,ଲଷ୍ମୀ ଭୋଇ, ତ୍ରିବେଣୀ ପଟେଲ, ଜାମାଦାଉ, ପୁଷ୍ପା ଭୋଇ, ଫୁଲକୁଅର ଦାଉ, ଜୋସ୍ନା ସାହୁ,ଅଲକ ଧରୁଆ ଆଦି ପ୍ରମୁଖ ଯାଉଛନ୍ତି l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ