ଧର୍ମପ୍ରାଣ ମହିଳାଙ୍କ ନିମନ୍ତେ ଶୋକସଭା।
ଜୟପୁର, ୧୦/୦୧ ( ଏ. ଭେଙ୍କଟ ରାଓ ) : ସହରର ଜୟନଗର ଅଞ୍ଚଳର ସ୍ୱର୍ଗତ ଚନ୍ଦ୍ରମା ହରିଜନ ଜଣେ ଧର୍ମ ପ୍ରାଣ ମହିଳା ମିଷ୍ଟଭାଷୀ ଗରିବଙ୍କ ନୀମନ୍ତେ ଅନ୍ନଦାତ୍ରୀଙ୍କ ୮୫ ବର୍ଷ ବୟସରେ ତାଙ୍କ ଦେହାବସାନ ହୋଇଥିଲା ମର ଶରୀରର ଦାହ ସଂସ୍କାର ପରେ ପ୍ରୟାଗରାଜ ଠାରେ ଅତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା ସ୍ଥାନୀୟ ଅଞ୍ଚଳ ବାସୀ ଶୋକ ସନ୍ତୋପ୍ତ ପରିବାରଙ୍କୁ ସମବେଦନା ଜଣାଇ ଏକ ସ୍ମୃତିଚାରଣ ସଭା ଅନୁଷ୍ଟିତ ହୋଇଥିଲେ ଏଥିରେ ଗୀତା ର ଭକ୍ତି ଯୋଗ ପାଠପରେ ସମସ୍ତେ ଶ୍ରଦ୍ଧଞ୍ଜଳି ପ୍ରଦାନ କରିଥିଲେ।