Hot Posts

6/recent/ticker-posts

ଅଚିହ୍ନ ମହିଳା ଙ୍କ ମୃତ ଦେହ ଉଦ୍ଧାର-ହତ୍ୟା ସନ୍ଦେହ

ତିହିଡି, ୩୦/୦୫ ( ଭଦ୍ରକ ) : ସୂଚନାମୁତାବିକ-ଭଦ୍ରକ ଜିଲ୍ଲା ତିହିଡି ଥାନା ବଧିନସ୍ତ କାଶିମୀପୁର -ଓରାଳି ମଧ୍ୟ ଭାଗରେ ଥିବା ରେବ ନଦୀମୁହାଁଣରେ ଏକ ପ୍ଲାଷ୍ଟିକ ଜରିଆଖାରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ତିହିଡି ପୋଲିସ କୁ ଖବର ଜଣାଇଥିଲେ।ସୂଚନା ପାଇ ତିହିଡିପୋଲିସ ଟିମ ଘଟଣା ସ୍ଥଳେ ପହଂଚି ନଦୀକୂଳରେ ଭାସୁଥିବା ମୃତମହିଳାର ଶବ କୂଳକୁ ଆଣି ତଦନ୍ତଚଳାଉ ଥିବା ବେଳେ ମୃତମହିଳାଙ୍କ ମୁଣ୍ଡରେ ଏକ ଅଧିକ ଶକ୍ତକ୍ଷତଚୀନ ସହ ମୃତ ମହିଳା ଙ୍କ ବାମହାତରେ ଥିବାକିଛି ନାମ କେଖାସଂକେତ ଟାଟୁ ଦେଖି ହତ୍ୟାକାଣ୍ଡ ଜନିତ ହୋଇପାରେ ତଥା ଅଧିକ ସନ୍ଧେହ କରି ଶବକୁ ପୋଷ୍ଟ ମୋଟମ କରିବାପାଇଁ ଓ ଭଦ୍ରକ ଜିଲ୍ଲାରୁ ସାଇଣ୍ଟିଫିକ ଢ଼ଗ ଓ ସାଇଁଣ୍ଟଫିକଟିମ ଘଟଣାର ତଦନ୍ତ କରିଥିଲେ।ସ୍ଥାନୀୟ ଲୋକଙ୍କ କହିବା ମୁତାବିକ ମହିଳାଙ୍କୁ କେହି ହତ୍ୟାକରି ନଚେତ ତାଙ୍କ ସହ ଦୁଷ୍କର୍ମକରିବା ସହ ହତ୍ୟା କରି ପୂର୍ବରାତିରେ ଆଣିନଦୀରେ ଫିଙ୍ଗି ଦେଇଥିବାର ସନ୍ଧେହ କରୁଛନ୍ତି।ଆଖପାଖ ଅଞ୍ଚଳରେ ନେକ ସୋକାକୁଳପରିସ୍ଥିତି ସୃଷ୍ଟି ହୋଇଥିଲା ।ପୋଲିସମୃତ ମହିଳାଙ୍କ ଘଟଣା ର ଅଧିକତଦନ୍ତ କରୁଥିବାର ସୂଚନା ମିଳିଛି।