ମହାଲକ୍ଷ୍ମୀ ଙ୍କ ମହୋତ୍ସବ ଅନୁଷ୍ଠିତ
ବରୀ, ୨୫/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ସ୍ଥିତ ଶ୍ରୀ ଜଗନ୍ନାଥ ଆଶ୍ରମ ଚଟୁମାରୀ ରୁ ମା ଲଷ୍ମୀ ଙ୍କୁ ଆଜି ସକାଳୁ ସୁସଜିତ ବିମାନ ରେ ମା ଗ୍ରାମପରିକ୍ରମା କରିଛନ୍ତି ବରୀ ନିର୍ବାଚନମଣ୍ଡଳୀ ର ରମ୍ପା, ପଘିରା, ଶିବାଛକ, ସୁଜନପୁର, ହାସିନପୁର, ତନ୍ତୀଘାଇ, ଋଷିପୁର, ଛତିଶଦେବିଲ, ମହମ୍ମଦଜମାପୁର, ଶାସନ, ରାୟପୁର, ଭଅଁରା, ପୋଡ଼ପୋଡା, ପାଳସାହି ଗ୍ରାମ ପରିକ୍ରମା କରିଛନ୍ତି l ଏଥିରେ ବହୁ କୀର୍ତ୍ତନ ଦଳ ସହିତ ବହୁ ଶ୍ରଦ୍ଧା ଳୁ ସାମିଲ ହେଇଥିଲା l କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ଆଶ୍ରମ ଚଟୁମାରି ପକ୍ଷରୁ ଆୟେଜନ କରାଯାଇଛି l