୭୭ ତମ ସାଧାରଣତନ୍ତ୍ର ଦିବସ ସାରସମାଲ ଗ୍ରାମର ର ଶ୍ରମିକ ମାନେ
ବରଗଡ଼, ୨୬/୦୧ ( ଭାଗିରଥି ଭୋଇ ) : ଏମିତି ନିଆଁରା ଢଙ୍ଗରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନରେ ଥିବା କନସିଂହା ଗ୍ରାମପଞ୍ଚାୟତ ସ୍ଥିତ ସାରସମାଲ ଗ୍ରାମର ମଜଦୁର ମାଟି ବୋହୁଥିବା ଶ୍ରୀମକ ମାନେ l ଆପଣ ମାନେ ଦେଖିଥିବେ କେଉଁ ସ୍କୁଲ କଲେଜ କିମ୍ବା ହସ୍ପିଟାଲ କିମ୍ବା ଅନକେ ସାଙ୍ଗଗଠନିକ ଦଲ ମାନେ ଏହି ସାଧାରଣତନ୍ତ୍ର ଦିବସ ପାଳନ କରୁଥିବେ l ହେଲେ ଏମିତି ମାଟି ବୋହୁଥିବା ଶ୍ରମିକ ମାନେ ଆଜି ଭାରତ ଦେଶ ର ସାଧାରଣ ତନ୍ତ୍ର ଦିବସ ପାଳନ କରିଛନ୍ତି ସାରସମାଲ ଗ୍ରାମର ମଟୁଆ ଶ୍ରମିକ ମାନଙ୍କୁ ଧନ୍ୟବାଦ l
ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ