ବରୀରେ ବିଜେଡିକୁ ଝଟକା, ଶତାଧିକ କର୍ମୀ BJP ରେ ସାମିଲ”
ବରୀ, ୧୨/୦୧ ( ରଂଜିତ ମହାନ୍ତି ) : ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଜୀ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ସ୍ୱଚ୍ଛ ଓ ସୁଶାସନ ରେ ଅନୁପ୍ରାଣିତ ହୋଇ ଆଜି ବରୀ ନିର୍ବାଚନ ମଣ୍ଡଳୀ ର ଭଅଁରା ପଞ୍ଚାୟତ ର ସମିତି ସଭ୍ୟା ତନୁଜା ରାଣୀ ତ୍ରିପାଠୀ ଓ ନ୍ୟାବ ସରପଞ୍ଚ ପ୍ରଭାସ ମଲ୍ଲିକ ଙ୍କ ସମେତ ଶତାଧିକ କର୍ମୀ ଉମେଶ ଜେନା ଙ୍କ ନେତୃତ୍ୱ କୁ ଆସ୍ଥା ଓ ଭରସା କରି ବିଜେଡି ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି ରେ ଯୋଗଦେଲେ।