Hot Posts

6/recent/ticker-posts

ନଦୀ କହେ ସଭ୍ୟତାର କଥା

ବରୀ, ୦୫/୧୨ ( ରଂଜିତ ମହାନ୍ତି ) : ହେଲେ ଆମେ ନଦୀ କୁ କେତେ ସୁରକ୍ଷିତ କରୁଛନ୍ତି l ନଦୀ ଯେଉଁଠି ଥାଏ ସେଠି ସଭ୍ୟତା ଗଢି ଉଠେ ନଦୀ କୁଳିଆ ଲୋକ ନଦୀ ଉପରେ ନିର୍ଭର କରିଥାନ୍ତି l ହେଲେ ମୋ ମନ ପ୍ରଶ୍ନ ଆସେ ନଦୀ କୁ କେତେ ସୂଛତା ରଖଥାନ୍ତି l ମୁଁ ଦେଖେ ଯେଉଁ କେଉଁଣସି ଅଦରକାରୀ ଵସ୍ତୁ ହେଉ କି ପଶୁ ଓ ପକ୍ଷୀଟିଏ ମରିଗଲେ ନଦୀ ରେ ନେଇ ପକାଇଦିଅନ୍ତି l କେବେ ଆମେ ଚିନ୍ତା କରନ୍ତି ନି ସେହି ନଦୀ ପାଣି କୁ ଆମେ ସମସ୍ତେ ବ୍ୟବହାର କରୁଛନ୍ତି l ନଦୀ ପାଣି ଦୂଷିତ ହେଉଛି ଆମେ ସମସ୍ତେ ସଚେତନ ରହିଲେ l ନଦୀ ଜଳ ବି ସୁଛତା ରହିବ l