ଅବସରପ୍ରାପ୍ତ ସେନା କର୍ମଚାରୀ ମଦନମୋହନ ପତି ଙ୍କ ପରଲୋକ
ବରୀ, ୨୬/୧୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ, ବିଶିଷ୍ଟ ସମାଜସେବୀ, ସାହିତ୍ୟିକ ଓ ଦରଦୀ ମଣିଷ ଶ୍ରୀଯୁକ୍ତ ମଦନମୋହନ ପତି ଙ୍କ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ସାମାଜିକ ସମରସତ୍ତା,ସମାଜ ପାଇଁ ସେବା ପରାୟଣତା ଓ ଉତ୍ସର୍ଗୀକୃତ ସାମାଜିକ ମୂଲ୍ୟବୋଧ, ସମସ୍ତଙ୍କ ପାଇଁ ଆଦର୍ଶ ଏବଂ ଅମର ହୋଇ ରହିବ । ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଗଭୀର ଶ୍ରଦ୍ଧାଞ୍ଜଳି