Hot Posts

6/recent/ticker-posts

ବିତିଗଲା ୧୦ ବର୍ଷ, ଚିଙ୍ଗୁଡ଼ିଆ ନାଳରେ ସେତୁ ହେଲାନି କାହିଁକି।

ବରୀ, ୨୯/୧୨ ( ରଂଜିତ ମହାନ୍ତି ) : ବିତିଗଲା ୧୦ ବର୍ଷ, ଚିଙ୍ଗୁଡ଼ିଆ ନାଳରେ ସେତୁ ହେଲାନି କାହିଁକି। ବିଂଝାରପୁର ଓ ବରୀ ବ୍ଲକର ସଦର ମହକୁମାକୁ ବାଟ ଫିଟେଇବା ପାଇଁ ସେତୁ ନିର୍ମାଣ ପାଇଁ ୧୦ ବର୍ଷ ତଳେ ଜିଲ୍ଲାପାଳ ପରିଦର୍ଶନରେ ଯାଇ ପ୍ରତିଶ୍ରୁତି ଦେଇଥିଲେ ହେଁ ୧୨/୦୫/୧୭ ରେ କାର୍ଯ୍ୟରତ ସେତୁକୁ କାହିଁକି ବନ୍ଦ କରାଗଲା ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।