ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଡିଏଲପିସି (DLPC)କମିଟି ବୈଠକ ଅନୁଷ୍ଠିତ
ରାୟଗଡା, ୨୪/୧୧ ( ଭି. ଗୌରି ଶଙ୍କର ରାଓ ) : ଗତ ତା ୨୨/୧୧/୨୦୨୫ ରିଖ ଜିଲ୍ଲା ପ୍ରଶାସନ,ରାୟଗଡ଼ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଡିଏଲପିସି (DLPC)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ରାୟଗଡ଼ ବିଧାୟକ ବିଷମକଟକ ବିଧାୟକ DLPC ମେମ୍ବର ୟାଲା ଭେଙ୍କଟେଶ୍ଵର ରାଓ (କୋଣ୍ଡା ବାବୁ) ଓ ଅନ୍ୟାନ୍ୟ ଉପସ୍ଥିତି ରହି ଚାଷୀ ମାନଙ୍କ ଧାନ କିଣା କିପରି ଭଲ ଭାବରେ ହୋଇ ପାରିବ ଆଲୋଚନା କରିଥିଲେ।*