Hot Posts

6/recent/ticker-posts

ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ଜେନ୍ଦ୍ରାମୁଣ୍ଡା ଗ୍ରାମରେ ବନ୍ୟ ପ୍ରାଣୀ ର ଶିକାର କରି ମାଂସ ରାନ୍ଧି ଖାଇବା ଅଭିଯୋଗ ରେ ୪ ଜଣ ଅଭିଯୁକ୍ତ ଗିରଫ

ନୂଆପଡ଼ା, ୨୩/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ଜେନ୍ଦ୍ରାମୁଣ୍ଡା ଗ୍ରାମରେ ବନ୍ୟ ପ୍ରାଣୀ ର ଶିକାର କରି ମାଂସ ରାନ୍ଧି ଖାଇବା ଅଭିଯୋଗ ରେ ୪ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି।