ସହିଦ ଭଗତ ସିଂ ଯୁବକ ସଂଘ ତରଫରୁ ସଚେତନ ଶିବିର
କଳାହାଣ୍ଡି, ୧୪ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାଇ ଭାରତ କଳାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ତତ୍ତ୍ବବଧାନରେ ଭାରତ ସରକାର ଙ୍କ ଯୁବ ବ୍ୟାପାରି ଏବଂ କ୍ରୀଡା ମନ୍ତ୍ରଣାଲୟ ଅଧୀନରେ ଥିବା ମାଇ ଭାରତ କଳାହାଣ୍ଡି ଓ ସହିଦ ଭଗତ ସିଂହ ୟୁଥ କ୍ଲବ ର ମିଳିତ ଆନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଁଚେର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଅମଠା ଗ୍ରାମ ଠାରେ ଆଜି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚାଞ୍ଚେର ସରପଞ୍ଚ ଶ୍ରୀମତୀ ଅଞ୍ଜୁ କୁମାର ଓ ଦମକଳ ବାହିନୀ ଲେପ୍ଟେଣ୍ଡ,ସୁରେଶ ପଟେଲ , ନିର୍ମଳ ଟିଭି ଏମ, ଡି, ନୃପରାଜ ସାହୁ ମଞ୍ଚରେ ମଞ୍ଚ ସୀନ ହୋଇଥିଲେ ମେରା ଭାରତ କଳାହାଣ୍ଡି ,ସମ୍ଭୁ ବିଶି ସହିଦ ଭଗତ ସିଂ ଯୁବ ସଂଘ ର ସଭାପତି ଅମିତ୍ ତାଣ୍ଡି ,ଉପ ସଭାପତି ଡୁଲେଶ୍ୱର୍ ଜାନି ଉପସ୍ଥିତ ରହି ଅମଠା ଗ୍ରାମର ସମସ୍ତ ମା ମାନଙ୍କୁ ନେଇଁ ଏଲ, ପି, ଜି, ଗ୍ୟାସ ଓ ନିଆଁ ରୁ କେମିତି ନିଜେ ବଞ୍ଚଵା ଓ ଅନ୍ୟ କୁ ବଞ୍ଚାଇବା ନେଇଁ ଏହି ସଚେତନତା କାର୍ଯ୍ୟକ୍ରମ ରେ ନିଆଁ କୁ କେମିତି ଆୟତ କରିବା ତାହାର ମଧ୍ୟ୍ୟ ଡେମୁ ଦେଖାଇ ସମସ୍ତ କୁ ସଚେତନତା କରିବା ଅବଗତ କରିଥିଲେ ଏହି କାର୍ଯ୍ୟକ୍ରମ ରେପୂର୍ଣ୍ଣଚନ୍ଦ୍ର,ନାଏକ୍ ମଞ୍ଚ ପରିଚାଳନା ଯିରିମ୍ୟ ତାଣ୍ଡି ସହଯୋଗ କରିଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ