Hot Posts

6/recent/ticker-posts

ଅବକାରୀ ବିଭାଗ ତରଫରୁ ଦୁର୍ଗା ପୂଜା ଅନୁଷ୍ଠିତ

ପଦ୍ମପୁର, ୦୧/୧୦ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ଅବକାରୀ ବିଭାଗ ଆଜି ମାଁ ଜଗତ ଜନନୀ ଦୁର୍ଗା ଙ୍କ ପୂଜା ପାଳନ ହୋଇଥିଲା l ଉକ୍ତ ପୂଜା ରେ ଅବକାରୀ ବିଭାଗ ର iic ସମରଜିତ ଦାଶ ଓ oic ଲଷ୍ମୀଧର ମାଝୀ ଙ୍କ ତତ୍ତ୍ୱଧାନରେ asi ମୋହନ କୁମାର ବେହେରା, ଆଉ ସମସ୍ତ ଅବକାରୀ ବିଭାଗ ର କେନାଲୁ ବିହୁ, ତାରାକାନ୍ତ ଭୁଏ, ପ୍ରଶାନ୍ତ ବାଗ, ପରମାନନ୍ଦ ବିଶ୍ୱାଳ, ପ୍ରଫୁଲ ମହାକୁର, ଅମିତ କୁମାର ଦୀପ ଯୋଗଦେଇଥିଲେ l ଉକ୍ତ ମାଁ ଦୁର୍ଗା ଙ୍କୁ ମୁଖ୍ୟ ପୂଜକ ଭାବରେ ନୀଳମଣି ମିଶ୍ର ଓ ଆଶୁତୋଷ ପାଣିଗ୍ରାହୀ ପୂଜା ଅର୍ଚନା କରୁଥିଲେ l ଏହି ଜଗତ ଜନନୀ ଦୁର୍ଗା ପୂଜା ଅବକାରୀ ବିଭାଗ କାର୍ଯ୍ୟକର୍ତା ମାନେ ମହା ଆଡମ୍ବର ସହ ପାଳନ କରିଥିଲେ l ଏହି ପଦ୍ମପୁର ଉପଖଣ୍ଡ ଅଞ୍ଚଳ ର ଅନେକ ବ୍ୟବ୍ୟସାୟ କରୁଥିବା ଗୋକୁଳ ମାଝୀ, ନରେନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ଲଳିତ କୁମାର ସାହୁ, ତ୍ରିଲୋଚନ ସାହୁ ଓ ଅନେକ ବିଭାଗ ରୁ ମାଁ ଦୁର୍ଗା କୁ ଦର୍ଶନ ଲାଭ କରିଥିଲେ l 


ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ