ରାୟଗଡ଼ାରେ ଧୁମଧାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ — ଯୁବମୋର୍ଚ୍ଚାର କେକ୍ କଟା ଓ ଦ୍ୱୀପ ପ୍ରଜ୍ୱଳନ
ରାୟଗଡ଼ା, ୧୮ / ୦୯ ( ଭି. ଗୌରି ଶଙ୍କର ରାଓ ) : ଆଜି ବିଶ୍ୱ ର ବିଶ୍ୱ ଗୁରୁ ତଥା ଆମ ସମସ୍ତ ଙ୍କ ପ୍ରିୟ ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଜନ୍ମ ଦିନରେ ରାୟଗଡ଼ା ଯୁବମୋର୍ଚ୍ଚା ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ। ଏହି ଅବସରରେ ରାୟଗଡ଼ ଜିଲ୍ଳା ଯୁବମୋର୍ଚ୍ଚା ଉପସଭାପତି ତଥା ଯୁବନେତା ପ୍ରିତମ କୁମାରଙ୍କ ନେତୃତ୍ୱରେ ଓଡ଼ିଶା ର ମଉଡ ମଣି ଜଗତରେ ନାଥ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଦ୍ଵୀପ ପ୍ରଜଳନ କରି ଦୀର୍ଘାୟୁ କାମନା କରିବା ସହିତ କେକ୍ କାଟି ଧୁମଧାମରେ ଆଦରଣୀୟ ପ୍ରଧାମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ର ପ୍ରାୟ ୫୦ ରୁ ଉର୍ଦ୍ଧ ଜଣ ସଦସ୍ୟ ଉପସ୍ଥିତ ରହି କେକ କାଟି ମୋଦୀ ଜୀ ଙ୍କୁ ତାଙ୍କର ଜନ୍ମଦିନର ଭେଟି ଦେଇଥିଲେ।ମୋଦୀ ଜୀ ଙ୍କ ଶୁଭେଚ୍ଛୁ ଓ ପାର୍ଟିର କର୍ମକର୍ତ୍ତାଙ୍କ ଅତୁଟ ଭଲପାଇବା ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଯାହାକି ମୋଦୀ ଜୀ ଙ୍କ ଜୀବନ ପଥ ସୁଗମ୍ୟ ହେବ ସହ ତାଙ୍କର ନେତୃତ୍ୱରେ ଦେଶ ସର୍ବୋଚ୍ଚ ରହୁ ବୋଲି ଶ୍ରୀ କୁମାର୍ କହିଛନ୍ତି .....ll ଉପସ୍ଥିତ ଥିଲେ କୁମ୍ଭିକୋଟା ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ, ପୁରୁଷୋତ୍ତମ ଡ଼ଙ୍ଗରି, ସମ୍ପାଦକ ଗୋବିନ୍ଦ ବାବୁ, ସୁଧାକର୍ କର୍କରିଆ କଲ୍ଚରାଲ ମିଡ଼ିଆ ସେଲ୍ ସୁନିଲ ଖୁରା, ମଣ୍ଡଳ ଉପ ସଭାପତି ରାଇଦାସ୍ ବାତ୍ରିୟା, ବିଜୟ ବାତ୍ରିୟା, ଅମିନ ମିନ୍ୟାକା, ଙ୍କ ସମେତ ଅନେକ ଯୁବ ବର୍ଗ ଉପସ୍ଥିତ ଥିଲେ......ll