Hot Posts

6/recent/ticker-posts

ବାବୁଲୁ ପାଣିଗ୍ରାହୀ ସୁର୍ଜୀତ ଥ୍ରେଶର ଓ ବୋରୱେଲ ତରଫରୁ ବୁଡେନ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ବରଗଡ଼, ୧୮ / ୦୯ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମପଞ୍ଚାୟତ ର ବାବୁଲୁ ପାଣିଗ୍ରହୀ ସୁର୍ଜୀତ ଥ୍ରେଶର ଓ ବୋରୱେଲ ତରଫରୁ ପବିତ୍ର ବିଶ୍ୱକର୍ମା ପୂଜା ରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ମିଷ୍ଟାନ ତଥା ମହାପ୍ରସାଦ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଲୋକଙ୍କୁ କମ ଖର୍ଚ୍ଚ ରେ ସୁବିଧା ସୁଯୋଗ ଦେବାପାଇଁ ବାବୁଲୁ ପାଣିଗ୍ରାହୀ ପ୍ରସ୍ତୁତି ବଦ୍ଧ l ଆହୁରି ମଧ୍ୟ ପାଣିଗ୍ରାହୀ କହିଛନ୍ତି ଯେ ଆମ ଏହି ଦୋକାନ ରୁ ଅତି କମ ଖର୍ଚ୍ଚ ରେ ସୃଦୃଢ଼ ମାନର ସୁବିଧା ସୁଯୋଗ ପାଇପାରିବେ l ଏହା ଆମେ ଦୃଢ଼ ପ୍ରତିଶୃତି ବଦ୍ଧ ଲ
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ