Hot Posts

6/recent/ticker-posts

ବୃକ୍ଷ ହିଁ ଜୀବନ ବୃକ୍ଷବିନା ଆମେ ଗୋଟେ ମୁହୂର୍ତ୍ତ ବଂଚିବା କଷ୍ଟ

ପଦ୍ମପୁର, ୧୮ / ୦୯ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନରେ ଥିବା ବୁଡେନ ଥାନା ଅଧିକାରୀ IIC TM କାଲୋ ଙ୍କ ତତ୍ତ୍ୱଧାନ ରେ ବୁଡେନ ଠାରୁ ଦହିତା ରାସ୍ତାର ଦୁଇ 70ରୁ 75 ଗଛ ପାଶ୍ୱରେ ବୃକ୍ଷରୋପଣ ହୋଇଥିଲା l ଏହି ବୃକ୍ଷ ରୋପଣ ରେ ଶରତ ବିଶ୍ୱାଳ,ଓ ବୁଡେନ ଥାନା ସମସ୍ତ ପୋଲିସ ଅଧିକାରୀ ସହଯୋଗରେ ଏକ ବୃହତ ବୃକ୍ଷ ରୋପଣ ରେ ଯୋଗଦେଇ ପରିବେଶ ସୁରକ୍ଷା କରିବାକୁ ହେଲେ ସମସ୍ତେ ବୃକ୍ଷ ରୋପଣ କରିବାକୁ ହେବ lଏହି ପରିପ୍ରେକ୍ଷିରେ ସବୁଜ ସୁସ୍ଥ ପରିବେଶ ଗଠନ କରୁଥିବା ପାଇଁ ଚିନ୍ତାଧାରାରେ ହେଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସୁନ୍ଦର ପରିବେଶ ଗଠନ କରିବାପାଇଁ ସମସ୍ତେ ଉତ୍ସାହିତ ହୋଇ କାର୍ଯ୍ୟକ୍ରମ କୁ କରିଥିଲେ ।
 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ