Hot Posts

6/recent/ticker-posts

ବରୀ ରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ, ୧୫୨ ଅଭିଯୋଗ

ବରୀ, ୨୩ / ୦୯ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ରରେ ଜିଲାପାଳ ଅମ ଅମ୍ବର କୁମାର କର ଓ ଏସ୍‌ପି ଯଶପ୍ରତାପ ଶ୍ରୀମଲ୍ ଜନସାଧାରଣଙ୍କ ବିଭିନ୍ନ ଆପରି ଅଭିଯୋଗର ଶୁଣାଣି କରିଥିଲେ। ମୋଟ ୧୫୨ଟି ଅଭି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମ ସମସ୍ଯା ସମ୍ପର୍କିତ ୧୧୪ଟି, ଗୋଷ୍ଠୀଗତ ସମସ୍ୟା ୬ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୩୪ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏଥିରେ ଏସ୍‌ପି ଶ୍ରୀମଲ୍ଡ, ଅତିରିକ୍ତ ଜିଲାପାଳ ଯୁଧୁଷ୍ଠିର ନାୟକ, ଉପ ଜିଲାପାଳ ତାପସ ରଞ୍ଜନ ଦେହୁରି, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସାକାରୀ ବିଜୟ କୁମାର ମିଶ୍ର, ବିଡିଓ ଅସିତ କୁମାର ମହାନ୍ତି, ଏବିଡିଓ ମହେଶ୍ୱର ସେଠୀ, ତହସିଲଦାର ଦୀପ୍ତିମୟୀ ବେହେରା, ଶିକ୍ଷା ମଣ୍ଡଳ ଅଧୁକାରିଣୀ ପ୍ରତିଶ୍ରୁତି ସିଂ, ଯୋଗାଣ ନିରୀକ୍ଷକ ମହାଶ୍ୱେତା ଦାସ, ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବିନୋଦ ଶିଅଳ, ସିଡିପିଓ ସଙ୍ଗୀତା ଏଜ୍ଜା, ପୂର୍ବ ବିଭାଗ କନିଷ୍ଠ ଯନ୍ତ୍ରୀ ଭଗବାନ ବେହେରା, ସରୋଜ ପଣ୍ଡା, ରାକେଶ ମଲ୍ଲିକ, ଦୁର୍ଗା ସାହୁ, ବିଭୂତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଯେନା, ବିପିଏମ୍ ଅନିରୁଦ୍ଧ ସାହୁ ଓ ଜିଲାସ୍ତରୀୟ ଅଧ୍କାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ୍‌ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧା ଅଭିଯୋଗର ଶୁଣାଣି କରିଥିଲେ। ଲେ। ଜିଲାପାଳ ନସାଧାରଣଙ୍କ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନକ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଶିବିରରେ ଚିହ୍ନଟ ହୋଇଥ ଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଳ ଶ୍ରବଣ ଯନ୍ତ୍ର ପ୍ରଭୃତି ବଣ୍ଟନ କରାଯାଇଥିଲା। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ