କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ଅଫିସ ରେ ପଡ଼ିଛି ତାଲା, ଭିତରେ ଚାଲିଛି ଫେନ
ଝାରବନ୍ଧ, ୨୩ / ୦୯ ( ଗୌରି ଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କେମ୍ପସ୍ ଭିତରେ ଥିବା ଗୋଟେ ଗ୍ରୁହରେ ତାଲା ପଡିଛି ଓ ଭିତରେ ଲାଇଟ୍ ଜଲୁଛି ପଂଖା ଚାଲୁଅଛି ଦେଖି ଦେଖି ଅଣଦେଖା କରୁଛନ୍ତି ଏଠିକାର କର୍ମଚାରୀ ବୃନ୍ଦ ମାନେ ଏମିତିକା ଦିନରାତି ପଂଖା ଚାଲିଲେ ଲାଇନ୍ ବିଲ୍ କେକେ ଆସିବ ପଞ୍ଚାୟତ ର ଟଙ୍କା ବେ ଫାଲତୁ ଖର୍ଚ୍ଚ କରୁଥିବାର ଏଇଟା ଛୋଟିଆ ନମୁନା ନୁହେଁ କି,ଏ ଦୃଶ୍ୟ କୁ ଦେଖିଲା ପରେ ଏମିତି ଲାଗୁଛି ସତେ ଯେମିତି ସରପଞ୍ଚ ମୁହାସୟଙ୍କ କଥା ସ୍ଥାନୀୟ କର୍ମଚାରୀ ମାନେ ମାନୁ ନାହାନ୍ତି ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ।