Hot Posts

6/recent/ticker-posts

ଶୋଚନୀୟ ଅବସ୍ଥାରେ ବଣ୍ତାମୁଣ୍ତା ରାସ୍ତା

ଝାରବନ୍ଧ, ୨୩ / ୦୯ ( ଗୌରି ଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ କନ୍ଦାଡଙ୍ଗର ରୁ ବଣ୍ତାମୁଣ୍ତା କୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ତା କହିଲେ ସରିବ ନାହିଁ ପାଣି କାଦୁଅ ଆବଡ ଖାବଡ ଅବସ୍ଥାରେ ଏ ଅଞ୍ଚଳର ଏ ଗ୍ରାମର ଲୋକେ ଜିବା ଆସିବା କରୁଛନ୍ତି ସ୍ଥାନୀୟ ପ୍ରଶାସନ ଦେଖି ଦେଖି ଅଣଦେଖା କରୁଛନ୍ତି କାହିଁକି