Hot Posts

6/recent/ticker-posts

ଦହିତା ବିଦ୍ୟୁତ ବିଭାଗ ତରଫରୁ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ପଦ୍ମପୁର, ୧୮ / ୦୯ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନରେ ଥିବା ଦହିତା ବିଦ୍ୟୁତ ବିଭାଗ ଗ୍ରିଟ ଠାରେ ପବିତ୍ର ବିଶ୍ୱକର୍ମା ପୂଜା ଦୁମଧାମ ରେ ପାଳିତ ହୋଇଥିଲା l ପଦ୍ମପୁର ୨ ନଂ ସେକ୍ସନ ଦହିତା ଗ୍ରିଟ କର୍ମଚାରୀ ମାନଙ୍କ ତରଫରୁ ଏହି ପୂଜା ଧୂମଧାମ ର ସହିତ ପାଳିତ କରି ଆଉ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ଏହି ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ଭକ୍ତ ମାନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି l 
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ