Hot Posts

6/recent/ticker-posts

ଗୁଡ଼ାରି ରେ କଂଗ୍ରେସ ର "ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ

ଗୁଡାରି, ୦୬ / ୦୯ ( କାଶୀ ବିଶ୍ୱନାଥ ) : ଆଜି ଗୁଡ଼ାରି ବ୍ଳକଠାରେ ଗୁଡ଼ାରି ବ୍ଲକ କଂଗ୍ରେସ ଏବଂ ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିସଦ ମିଳିତ ଆନୁକୁଲ୍ୟରେ କଂଗ୍ରେସ ର "ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି.ଏଥିରେ AICC ପର୍ଯ୍ୟବେକ୍ଷେକ ଶ୍ରୀ ଯୁକ୍ତ ରିଜ୍ବାନ ଅର୍ଶଦ,ଓ ପିସିସି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବଳଭଦ୍ର ମାଝି,ତଥା , ଶ୍ରୀ ଅଖିଳ ଭତ୍ରା ଓ ଗୁଡ଼ାରି ବ୍ଲକ ଅଧ୍ଯକ୍ଷ୍ଯା ଶ୍ରୀମତୀ ଲକ୍ଷ୍ମି ଶବର ଏବଂ ୨୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମି ଉପସ୍ଥତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ..