ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ, ଜୟପୁର ତରଫରୁ ଗୁରୁଦିବସ ପାଳନ
ଜୟପୁର, ୦୬ / ୦୮ ( ଏ. ଭେଙ୍କଟ ରାଓ ) : ଜୟପୁର ଠାରେ ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ, ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆଧ୍ୟାତ୍ମିକ ଶିକ୍ଷା ଅନୁଷ୍ଠାନ,ଯାହା କି ମାନବ ସମାଜ ରେ ପ୍ରତ୍ୟେକ ମାନବଆତ୍ମା ଙ୍କ ନୈତିକ ଏବଂ ଆଧ୍ୟାତ୍ମିକ ଆହ୍ବାନ କ୍ଷେତ୍ର ରେ ସେବାଲତା ଶିକ୍ଷା କ୍ଷେତ୍ର ରେ ରାଜଯୋଗ ଏବଂ ଆଧ୍ୟାତ୍ମିକତାକୁ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମାଧ୍ୟମ ରେ ଛାତ୍ର, ଛାତ୍ରୀ ଙ୍କ ଜୀବନ ରେ ସମାହିତ କରିବା ଉଦ୍ଦେଶ୍ୟରେ, ଜୟପୁର ସ୍ଥିତ ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ, ର ଶିକ୍ଷା ଅନୁକୁଲ୍ୟ ରେ ପବିତ୍ର ଗୁରୁ ଦିବସ ପାଳନ କରାଯାଇଥିଲା ଏଥିରେ ସ୍ବାଗତ ଭାଷଣ ରଜାଯୋଗିନି ବ୍ର.କୁ ଜୟନ୍ତୀ କେନ୍ଦ୍ର ସଂଚାଲିକା, ମୁଖ୍ୟ ବକ୍ତା ରଜାଯୋଗିନି ବ୍ର.କୁ ମଧୁସ୍ମିତା, ମୁଖ୍ୟ ଅତିଥି ରୂପ ଚାନ୍ଦ ସୋରେନ, ସମ୍ମାନୀୟ ଅତିଥି ମୋନୋରଞ୍ଜନ ପ୍ରଧାନ, ସତ୍ୟବ୍ରତ ଜେନା, ମଞ୍ଚାସିନା ଥିଲେ। ଏଥିସହ ସାମ୍ୱାଦିକ ଜ୍ୟୋତି କୃଷ୍ଣ ମହାପାତ୍ର, ତୁଳସୀ ବେହେରା ଓ ଭେଙ୍କଟ ରାଓ ଙ୍କୁ ସମ୍ମାନିତ କରାଯାଇଥିଲା ଏହି ଆଧ୍ୟାତ୍ମିତ୍କ ସମାଜ ସେବା ରେ ବି.କେ ବିର ପ୍ରସାଦ, ଏବଂ ସମସ୍ତ୍ ଜୟପୁର ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ଭାଈ ଭଉଣୀ ସହଯୋଗ କରିଥିଲେ