Hot Posts

6/recent/ticker-posts

ପିପଲ ଟିକରାରେ ୧୦ ଦିନ ଧରି ଗଣେଶ ପୂଜା — ଭକ୍ତି, ଉତ୍ସାହ ଓ ଏକତାର ଅଦ୍ଭୁତ ଦୃଶ୍ୟ

ଝାରବନ୍ଧ, ୦୭ / ୦୯ ( ଗୌରି ଶଙ୍କର ପଞ୍ଚଭାୟା ) : ୧୦ ଦିନଧରି ଗଣେଶ ପୂଜା ଉତ୍ସବ ପାଳନ କରି ଦଶ ଦିନ ପୂଜା ଅର୍ଚ୍ଚନା ନିଜ ନିଜର ଭକ୍ତି ଅର୍ପଣ କରିବାର ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପିପଲ ଟିକରା (କପାଟି) ର ସାହୁ ପଡା ର ଭକ୍ତ ଦୃନ୍ଦ ମାନଙ୍କ ଅପାର ଚେଷ୍ଟା ରେ ଅତି ଆନନ୍ଦର ସହିତ ଗତ ୨୭.୮.୨୦୨୫ ତାରିଖ ପୂଜା ଆରମ୍ଭ କରି ୦୬.୯.୨୦୨୫- ତାରିଖ ପୂଜା ର ସମାପନ ଓ ବିସର୍ଜନ କରିଥିଲେ ,ସମାପନ ଶେଷ ରେ ପୂଜା କର୍ତ୍ତା ଶ୍ରୀଯୁକ୍ତ ପୁସ୍ତମ ସାହୁ ଓ ତାଙ୍କର ଧର୍ମପତ୍ନୀ ରେଖା ସାହୁ ସମସ୍ତ ସହଯୋଗୀ ପିପଲ ପଡ଼ା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରତିସୃତି ଦେଇଥିଲେ ଯେ ଏ ବର୍ଷ ପରି ସବୁ ବର୍ଷ ଏକତ୍ରିତ ହୋଇ ପ୍ରଭୁ ଗଣପତି ଗଣେଶ ଙ୍କ ଉତ୍ସବ ପାଳନ କରିବା ।