Hot Posts

6/recent/ticker-posts

ଟାଙ୍ଗିଆ ଚୋଟ ରେ ଛେଲି ପରି ହାଣି ପକାଇଲା ଦୁବୃତ୍ତ

ବରଗଡ଼, ୨୯ / ୦୮ ( ଭାଗିରଥି ଭୋଇ ) : ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ହଳଦିପାଲି ଛକ ର ହାଇଟେକ ଢାବା ସାମ୍ନାରେ ଥିବା ପେଟ୍ରୋଲ ପମ୍ପ ଠାରେ ଏହିପରି ଜଘଣ୍ୟ ହତ୍ୟାକାଣ୍ଡ ଘଟଣା ହୋଇଛି ତିନି ବର୍ଷ ପୂର୍ବ ଶତ୍ରୁତା କୁ ଆଖିଆଗରେ ରଖି ଦୁର୍ବୁତ୍ତ ଛେଲି ପରି ସତର କି ଅଠର ଚୋଟ ବାରମ୍ବାର ହାଣିଚାଲୁଥିଲା l ଏହି ଦୁର୍ବୁତ୍ତ ଜଣକ ହେଲେ ଗର୍ବଣା ଗ୍ରାମର ଲିପୁ ସାହୁ ଜଘନ୍ୟ ହତ୍ୟା କରି ସେହି ସ୍ଥାନ ରୁ ଫେରାର ମାରିଥିଲା l ବେଳେ ମୃତକ ହେଲେ ହଳଦୀପାଲି ର ବରିଷ୍ଠ ପ୍ରଧାନ ବୋଲି ସୂଚନା ସୂତ୍ର ରୁ ଜଣାପଡୁଛି l ଉକ୍ତ ହତ୍ୟା ଘଟଣା ଟି ସି ସି ଟିଭି ଫୋଟେଜ ରୁ ଜଣାପଡୁଛି l ତେଣୁ ଉକ୍ତ ହତ୍ୟା ଘଟଣା କୁ ନେଇ ସୋହେଲା ପୋଲିସ ଦୁର୍ବୁତ୍ତ କୁ ସୋହେଲା ଥାନାରେ ଅଟକ ରଖିଛି l ଆଉ ଏହି ଜଘଣ୍ୟ ହତ୍ୟା ଘଟଣା କୁ ନେଇ ଅଧିକ ତଦନ୍ତ ଜାରୀ ରଖିଛି ସୋହେଲା ପୋଲିସ ସୂଚନା ମିଳିଛି l ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ