Hot Posts

6/recent/ticker-posts

ଝାରସୁଗୁଡା ଆଇନଯିବି ଙ୍କ ଦେହାନ୍ତ

ରାୟଗଡା, ୨୮ / ୦୮ ( ଭି. ଗୌରି ଶଙ୍କର ରାଓ ) : ଝାରସୁଗୁଡା ଓକିଲ ସୁଧାଂଶୁଶେଖର ମହାନ୍ତି ଙ୍କ ହଠାତ ହୃଦଘାତ ରେ ପ୍ରାଣ ବାୟୁ ଛାଡି ଯାଇଥିବା ଜଣାପଇଛି l ଗତ 26 ତାରିଖ ସନ୍ଧ୍ୟାରେ ସୁଧାଂଶୁଶେଖର ମହାନ୍ତି ଙ୍କୁ ରାୟଗଡା ମୁଖ୍ୟ ଡାକ୍ତର ଖାନା ଙ୍କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହାନ୍ତି ଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସାଥିରେ ଥିଲେ ସୁଧାଂଶୁଶେଖର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ମିଶି ଝିଅ କୁ ଛାଡିବାକୁ କୋରାପୁଟ ଯାଇଥିଲେ କୁନ୍ତୁ ସୁଧାଂଶୁଶେଖର ମହାନ୍ତି ଙ୍କ ରକ୍ତଚାପ ଓ ମଧୁମେହ ବଡ଼ିଯିବାରୁ ଏଭଡି ଘଟି ଥାଇ ପରେ ଵାଲୀ ଅନୁମାନ କେରାଯାଏ l ରାୟଗଡା ଓକିଲ ସଂଘର ସମ୍ପାଦକ ଶ୍ରୀ ମଙ୍ଗଳମୃତ୍ତି ବେଉରିୟା, ଓକିଲ ଲାବଣ୍ୟ ମୋହନ ପଟନାୟକ, ବିଜୟ ଉଲୁକା ସମେତ ଅନ୍ୟମାନେ ଡାକ୍ତରଖାନା ରେ ଉପସ୍ଥିତ ରହି ଆମ୍ବୁଲାସ ଜୋଗେ ଝାରସୁଗୁଡା ପଠାଇଥିବା ଜଣାଯାଏ l