ନାରୀ ସୁରକ୍ଷା ପାଇଁ ରାୟଗଡାରେ ବିଜେଡି ଛାତ୍ର ଦଳର ଦାବିପତ୍ର
ରାୟଗଡା, ୦୮ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଚ୍ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ପଲିସ ଡ଼ି ଜି ଙ୍କ ଉଦ୍ଦେଶ୍ୟରେ ରାୟଗଡା S.P ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଆଇନ ଷୃଖଳା ପରିସ୍ଥିତି ବିଗିଡ଼ିବା ସହ ନାରୀ ଓ ମହିଳା ମାନେ ସମାଜରେ ସୁରକ୍ଷିତ ମନେ କରୁନାହାନ୍ତି।ଏଣୁ ରାଜ୍ୟରେ ଦୁଷ୍କର୍ମ,ଗଣଦୁଷ୍କର୍ମ.ଅସାଦାଚାରଣ ବଢିଚାଲିଛି। ନାରୀ ସୁରକ୍ଷା ନିମନ୍ତେ ବିଜେଡ଼ିର ସୁପ୍ରିମ ନବିନପଟ୍ଟନାୟକ ଆହ୍ବାନକ୍ରମେ ଆଜି ଅର୍ଥାତ ତା୭.୮,୨୦୨୫ ରିଖ ବିଜେଡ଼ି ଛାତ୍ର ଦଳ ତରଫରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ରାୟଗଡା ବିଜେଡି ନଗର ସଦ୍ଭାପତି ପ୍ରବିଣ କୁମାରଙ୍କ ନେତୃତ୍ୱରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପଲିସ ଡ଼ିଜିଙ୍କ ଉଦ୍ଦ୍ୟଷ ରେ ରାୟଗଡ଼ା S.P ସ୍ଵାତି S କୁମାରଙ୍କ ଜରିୟାରେ ଦାବିପତ୍ର. ପ୍ରଦାନ କରାଗଲା