କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସଭା: ଦଶମ ଶ୍ରେଣୀ ରେ ଜିଲ୍ଲାକୁ ଶୀର୍ଷ ସ୍ଥାନ ଦେବା ଲକ୍ଷ୍ୟ
କୋରାପୁଟ, ୩୦ / ୭ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରଛାତ୍ରି ମାନଙ୍କ ଅଭିଦ୍ଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା .ଏହି ବୌଠକର ମଞ୍ଚପରି ଚାଳନା କରିଥିଲେ ଶିକ୍ଷୟତ୍ରି ରଶ୍ମିରେଖା ପରିଡ଼ା ,ସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀ ହିମାସୁ ଦାସ ଅଭିଦ୍ଭାବକ ମାନଙ୍କୁ ଛାତ୍ର, ଛାତ୍ରି ମାନଙ୍କୁ ଏହି ଚଳିତବର୍ଷର ଶିକ୍ଷାବିଭାଗର ନିୟମ ଓ ଏହି ବର୍ଷ ଓଡ଼ିଶାରେ କୋରାପୁଟ ଜିଲ୍ଲା ଶିକ୍ଷାର ଅଗ୍ରଗତି କଣ ଓ କିପରି ପିଲାମାନେ ସୁ ଶିକ୍ଷିତ ହେବେ ଅଭିଭାବକ କିପରି ପିଲା ମାନଙ୍କୁ ଗାଇଡ଼ କରିବେ ଏହି ବର୍ଷ ଦଶମ ଶ୍ରେଣି ଫଳାଫଳ -ଅପେକ୍ଷା ଆସନ୍ତା ବର୍ଷ କିପରି ଜିଲ୍ଲା ଓ ରାଜ୍ୟରେ ନଂ ୧ ହେବ ଏଥିପାଇଁ ଅଭିଦ୍ଭାବକ ମାନେ ନିଜ ପିଲାଙ୍କ ପଢା ଉପରେ ଗୁରୁତ୍ବ ଦେଇ ଶିକ୍ଷକ ମାନଙ୍କୁ ମଧ୍ୟ ସହଯୋଗ କରିବା ଦରକାର ବୋଲି ମତ ରଖିଥିଲେ , ଅଭିଭାବକ ମାନେ ସହଯୋଗ କଲେ ଆସନ୍ତା ବର୍ଷ ଓଡ଼ିଶାରେ ନଂ ୧ଜିଲ୍ଲା ଆମ ସ୍କୁଲ୍ ହେଇପାରିବ ବୋଲି ବିସୃତ ରୁପେ ଆଲୋକପାତ କରିଥିଲେ । ସଦ୍ଭା ଶେଷରେ ଶିକ୍ଷୟତ୍ରି ଶ୍ରିମତି ରଶ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଦ୍ଭାରେ ୩୦୦ ରୁ ଅଧିକ ଅଭିଦ୍ଭାବକ ମାନେ ଯୋଗଦେଇଥିଲେ ।