Hot Posts

6/recent/ticker-posts

ସେବା ସଂକଳ୍ପ ଅଭିଯାନ

ବୋଲଗଡ, ୦୧/୧୦ ( ମାନସ ରଞନ କର ) : ଟିକାତାଳ ମା ସାରଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ଭାଷା ସାହିତ୍ଯ ସଂସ୍କୃତି ସେବାସଂକଳ୍ପ ଦ୍ଵାରା ଆୟୋଜିତ ପଥପ୍ରାନ୍ତ ନାଟକରେ ସଡ଼କ ସୁରକ୍ଷା, ବାତ୍ୟା, ଲାଇନ, ବିଭିନ୍ନ ପ୍ରକାର ସରକାରଙ୍କର ବିକାଶ ଅଭିମୁଖି ଚାଳିଥିବା ସମସ୍ତ କାର୍ଯ୍ୟକ୍ରମକୁ ନାଟକ ମାଧ୍ୟମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରି ଙ୍କୁ ସଚେତନତା କରିଥିଲେ ମୁଖ୍ୟଅତିଥି ଭାବରେ ଅଧ୍ୟକ୍ଷା ନିହାରିକା ମିଶ୍ର ସମ୍ମାନିତଅତିଥି ଭାବରେ ପ୍ରଧାନ ପଣ୍ଡିତ ସ୍ଵାମି ବିବେକାନନ୍ଦ ସଂସ୍କୃତ ବିଦ୍ୟାପିଠ ଟିକାତାଳ ବିମ୍ଵା ଧର ସାହୁ, ସହକାରି ଶିକ୍ଷକ ଗଙ୍ଗାଧର ବେହେରା, ଇତିହାସ ଅଧ୍ୟାପକ ରଶ୍ମି ମହାପାତ୍ର, ଇଂରାଜି ଅଧ୍ୟାପକ ସୁଭେନ୍ଦୁ ଦାସ, ସଂସ୍କୃତ ଅଧ୍ୟାପକ ସରସ୍ୱତି ଦେବତା, ରାଜନିତି ଅଧ୍ୟାପକ ସମ୍ମିତା ମଞ୍ଜରି ପଣ୍ଡା, ଖେଳ ଅଧ୍ଯାପକ ନିର୍ମଳା ଦେଇ, କର୍ମଚାରି ପ୍ରେମଲତା ମହାପାତ୍ର, ବାବାଜି ବେହେରା ଓ ଟିକାତାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷ ଓ ଛାତ୍ରଛାତ୍ରୀ ଉପର୍ସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିଲେ