ବୋବରିଆ ଉଚ୍ଛ ପ୍ରାଥମିକ ବିଦ୍ୟାଲୟରେ ପ୍ରଧାନ ଶିକ୍ଷଙ୍କ ଯୋଗଦାନ
କଳାହାଣ୍ଡି, ୩୦/୦୯ ( ରିତେଶ କୁମାର ମୁଣ୍ଡ ) : କୋକସରା ଗୋଷ୍ନୀଶୀକ୍ଷା ବିଭାଗ ଆଧିନସ୍ଥ ଟେମରା ପଞ୍ଚାୟତ ଅଞ୍ଚଳରେ ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ସହ ଶିକ୍ଷକ ନାଥ ସିଂ କାର୍ଯ୍ୟଭାର ତୁଲାଉଥିଲେ ତେବେ ଜିଲ୍କା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ପଦୋନ୍ନତି ପରେ ଟେମରା କ୍ଳାଟର୍ ସିଆରସିସି ୟୁପୀ ସ୍କୁଲର ଥିବା ସଞିବ କୁମାର ପୂଝିରୀ ପଦୋନ୍ନତୀ ପାଇ ବୁଧବାର ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ଯୋଗଦାନ ସମୟରେ ଶିକ୍ଷକ ବିଭାଗ ଶ୍ରୀଯୁକ୍ତ ମଦନ ଶ୍ରୀଚନ୍ଦନ ପ୍ରକ୍ଷିତ ଦୁର୍ଗା ଶିକ୍ଷାତ୍ରୀ, କବିତ ପ୍ରଧାନ ଟିକେମଣି ଦଳପତୀ ଓ ସଭାପତି ଭୋଲାନା ମାଝି ଉପସଭାପତି ,ଛମନୀ ଲଦୁଆ ଦନାର ମାଝି ଜେମାମଣି ପାଣିଗ୍ରାହି ଦାମୁଧର ମାଝି ତୁଳସି ପାଣିଗ୍ରାହି , ସାମ୍ବାଦିକ ଇଶ୍ଵର ଲଦୁଆ, ରିତେଶ କୁମାର ମୁଣ୍ଡ, ଓ ବିଦ୍ୟାଲୟ ପରିଚାଳନ କମିଟି ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ଗ୍ୟାପନ୍ କରିଥିଲେ।