Hot Posts

6/recent/ticker-posts

କଟକ ଟାଙ୍ଗି ଟୋଲ୍ ଗେଟ ର ବାରିକେଟ କୁ ଭାଙ୍ଗିଲା ଟୁରିଷ୍ଟ ବସ୍।

କଟକ, ୨୩/୦୮ ( କାହୁଁ ଚରଣ ବାରିକ ) : କଟକ ଟାଙ୍ଗି ଟୋଲ୍ ଗେଟ ର ବାରିକେଟ କୁ ଭାଙ୍ଗିଲା ଟୁରିଷ୍ଟ ବସ୍। ଦୃତଗତି ରେ ବସ୍ ଟି ଚଣ୍ଡିଖୋଲ ରୁ କଟକ ଅଭିମୁଖେ ଆସୁଥିଲା। କୌଣସି କାରଣ ବସତ୍ ବସ୍ ଟି ଟୋଲ ଗେଟ ରେ ଥିବା ବାଇକ୍ ଯିବା ବାଟକୁ ପଶି ବାରିକେଟ୍ ଭାଙ୍ଗି ଦେଇଛି। ପାଖାପାଖି ବାସ ରେ ୪୦ଜଣ ଯାତ୍ରୀ ଯାଉଥିବା ବେଳେ ୬ଜଣ ଯାତ୍ରୀ ସାମାନ୍ୟ୍ ଆହତ ହୋଇ ଟାଙ୍ଗି ମେଡ଼ିକାଲ୍ ରେ ଚିକିତ୍ସିତ ହୋଇଛନ୍ତି।ବସ୍ ଟି ର ନାମ ଲଭ୍ଲଲୀ।