Hot Posts

6/recent/ticker-posts

କାବର ଙ୍କ ପାଇଁ କଢ଼ା ସୁରକ୍ଷାରେ ଚଳ ଚଞ୍ଚଳ ଆରଡ଼ି ପୀଠ ।

ଆରଡ଼ି, ୦୩/୦୮ ( ନବଦୂତ ) : ସୂଚନା ମୁତାବିକ, ଓଡିଶା ପ୍ରସିଦ୍ଧ ତଥା ଭଦ୍ରକ ଜିଲ୍ଲା ଆରଡ଼ି ପୀଠ ଶ୍ରାବଣୀ ପର୍ବ ୨ୟ ସୋମବାର ପାଇଁ ଚଳ ଚଞ୍ଚଳ ଭିତରେ ପ୍ରାୟ ୨୦ ହଜାର ରୁ ଅଧିକ କାବର ଭକ୍ତ ସମାଗମ ହୋଇ ଥିବାର ସୂଚନା। ଅଧିକ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ବ୍ୟବସ୍ଥା ଭିତରେ ୧୨ଫ୍ଲାଟୁନ ଫୋର୍ସ, ଯଥା ସାମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ନଜର ରଖି ପ୍ରଶାସନ ପକ୍ଷରୁ ୨ଟି ୟୁନିଟରେ ୭ଟି ଟିମ ,ଓଡ୍ରାଫ, ଅଗ୍ନିସମ ବାହିନୀ ,ଫାୟରେ ଟେଣ୍ଡର ଓ ବହୁ ପୋଲିସ ମୃତୟନ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ପାଇଁ ଆମ୍ବୁଲାନ୍ସ ଓ ଡାକ୍ତର, ମୁକ୍ତ ମେଡ଼ିସିନ ର ମଧ୍ୟ ଵ୍ୟଵସ୍ଥା କରାଯାଇଛି ।ମନ୍ଦିର ପ୍ରଶାସନପକ୍ଷ ରୁ ଭକ୍ତ ମାନଙ୍କୁ ମୁକ୍ତ ପ୍ରସାଦ ସେବନ ଓ ନାନା ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ,ତଥା ଆରଡ଼ି ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ମଧ୍ୟ ସଜାଗ ଥିବାର ସୂଚନା ମିଳିଛି।




ମାନସ କୁମାର ସାହୁ