Hot Posts

6/recent/ticker-posts

ବନ୍ୟା ବିପର୍ଯ୍ୟୟ ସମୟରେ ଭଦ୍ରକ ଜିଲ୍ଲାରେ ନୂତନ ଜିଲାପାଳ ଭାବେ ଦାଇତ୍ୱ ନେଲେ ସୋମେଶ କୁମାର ଉପାଧ୍ୟାୟ।

ଭଦ୍ରକ, ୦୧/୦୮ ( ନବଦୂତ ) : ସୂଚନା ମୁତାବିକ ଭଦ୍ରକ ଜିଲା, ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଦାୟିତ୍ୱ ଅଧିକାରୀ ଭାବେ ଯୋଗ ଦାନ କଲେ,ଆଇ ଏ ଏସ,ସୋମେଶ କୁମାର ଉପାଧ୍ୟାୟ ଜିଲାରେ ମୁଖ୍ୟ ଜିଲାପାଳ ଓ ମାଜିଷ୍ଟ୍ରେଡ଼ ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭଦ୍ରକଜିଲାରେ ବନ୍ୟାପ୍ଲବିତ ଅଞ୍ଚଳରେ ଉଦ୍ଧାର, ରିଲିଫ କାର୍ଯ୍ୟ, ବିଷୟ ରେ ସମୀକ୍ଷା କଲେ। ତଥା ବନ୍ୟା ପ୍ଲବିତ ଅଞ୍ଚଳ ରେ କିଭଳି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା, ରିଲିଫ ସେବା, ପରିବେଶ ପରିମେଳ ବିଷୟ ରେ ସରକାରୀ କର୍ମଚାରୀ ମାନଙ୍କ ସହ ଅନୁଧ୍ୟାନ, କରିବା ସହ ଏକ ସମୀକ୍ଷା ବୈଠକ କରିଥିଲେ। ଲୋକମାନେ କିଭଳି ପ୍ରାକୁତିକ ବିପର୍ଯ୍ୟସ୍ତ ସମୟରେ ମୁକାବିଲା ଓ ସୁରକ୍ଷା କରିପାରିବେ ସେ ବିଷୟରେସମସ୍ତ ଆଲୋଚନା କରିଥିବାର ସୂଚନା ମିଳିଛି।



ମାନସ କୁମାରସାହୁ