ଟାଙ୍ଗୀ NH-16ର ବିପଦଜନକ ଖାଲକୁ ନେଇ ତେଜିଲା ଅସନ୍ତୋଷ, ରାସ୍ତାରେ କଂଗ୍ରେସ କର୍ମୀ
କଟକ, ୦୧/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ନୂତନ ରେଳ ଓଭର ବ୍ରିଜ ନିକଟରେ ଗାଡ ସୃଷ୍ଟି ହୋଇ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା କାହାର ପ୍ରଶାସନ ନଜର ପଡୁନାହିଁ। ବାବୁ ଆସିଲେ ବାଡ଼ିରେ କାଦୁଅରେ ବାଲି ପକାଇଲା ଭଳି ପଳାଇଲେ ଯାହା କୁ ନେଇ କଂଗ୍ରେସ ବ୍ଲକ ସଭାପତି ଆଶୁତୋଷ ଓ କଂଗ୍ରେସ କର୍ମୀ ହାତରେ କଂଗ୍ରେସ ପତାକା ଧରି ଉକ୍ତ ଖାଲରେ ପାଣି ଭିତରେ ପସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।