Hot Posts

6/recent/ticker-posts

ତାପସ ମହାନ୍ତିଙ୍କୁ ହତ୍ୟା ଧମକ ଅଭିଯୋଗ: ବିଧାୟକ ସୌଭିକ ବିଶ୍ୱାଳଙ୍କ ବିରୋଧରେ DCPଙ୍କୁ ଦାବିପତ୍ର, ସୁରକ୍ଷା ଦାବି କଲା କଟକ ଜିଲ୍ଲା ବିଜେଡି।

କଟକ, ୦୭/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗକୁ ନେଇ କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କଟକ DCPଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନେବା ସହ ତାପସ ମହାନ୍ତିଙ୍କୁ ଯଥୋଚିତ ସୁରକ୍ଷା ଯୋଗାଇ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।