ନିଟ୍–୨୦୨୬ରେ ଚମକିଲେ ଚାଷୀ ଘରର ଝିଅ, ୬୦୦ ମାର୍କ ସହ ହାସଲ କଲେ ଅଲ୍ ଇଣ୍ଡିଆ ରାଙ୍କ ୯୯୧୬
ନୂଆପଡ଼ା, ୧୮/୦୭ ( ପରମେଶ୍ୱର ମେହେର ) : ନିଟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବାଜି ମାରିଲେ ଚାଷୀ ଘରର ଝିଅସଦ୍ୟ ପ୍ର କାଶି ତ ସର୍ବ ଭାରତୀୟ ମେଡି କାଲ ପ୍ରବେଶିକା ନିଟ ପ୍ରବେଶିକା ପରୀକ୍ଷା - ୨୦ ୨୬ରେ କୃ ତୀତ୍ଵ ଅର୍ଜନ କରିଛନ୍ତି ସ୍ଵରୂପା ରାଉତ। ତାଙ୍କ ଘର ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ଯେଠୁପାଲି ଗ୍ରାମରେ । ତାଙ୍କ ବାପାଙ୍କ ନାମ ଆର୍ଭତ୍ରାଣ ରାଉତ ଓ ମାତାଙ୍କ ନାମ ଗୀତାଞ୍ଜଳି ରାଉତ । ତାଙ୍କ ବାପା ଜଣେ ସାଧାରଣ ଚାଷୀ । ନିଜର କଠିନ ଅଧ୍ଯବସାୟ ଓ ପରିଶ୍ରମ ଯୋଗୁଁ ଏହି ସଫଳତା ଲାଭ କରିଛନ୍ତି । ସେ ୭୨୦ ମାର୍କରୁ ୬୦୦ ମାର୍କ ରଖୁଛନ୍ତି। ସେ ସର୍ବ ଭାରତୀୟ ନିଟ ରାଙ୍କ ୯୯୧୬ ରଖୁଛନ୍ତି । ସେ ମାଟ୍ରିକ ପରୀକ୍ଷାରେ ସରକାରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଟିକ୍ରାପଡାରେ ପଢି ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ଗାନ୍ଧୀ ସାଇନ୍ କଲେଜ ଖରିଆରରୁ ଯୁକ୍ତ ଦୁଇ ବିଜ୍ଞାନପରୀକ୍ଷା ୨୦୨୩ରେ ଜିଲ୍ଲା ଟପର ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ ପାଗ୍ୟ ଯେ ସେ ବଲାଙ୍ଗୀର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁବୋଦୟା କୋଚିଂରେ ରହି ନିଟ ମେଡିକାଲ ପାଇଁ ଅଭ୍ୟାସ ଭ୍ୟାସ ଜାରି ରଖୁଥ୍ ହୋଇ ଜିଲ୍ଲାର ସେବା କରିବି ଖୁଥିଲେ। ଭବିଷ୍ୟତ ରେ ଖବର ପ୍ରଚାରିତ ହେବା ଜଣେ ଭଲ ଡାକ୍ତରାଣୀ ବୋଲି ପ୍ରକା ଲି ପ୍ରକାଶ କରିଛନ୍ତି। ଏହି 3 ପରେ ଜିଲ୍ଲାର ବୁଦ୍ଧିଜୀବୀ ଶିକ୍ଷାବିତ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି।