Hot Posts

6/recent/ticker-posts

ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବ

ମାଣିବନ୍ଧ, ୦୩/୦୭ ( ମାନସ ରଞ୍ଜନ କର ) : ବାଙ୍କନିଧୀ ଦେବ ବିଦ୍ୟାପିଠ ବଡନୟାପଲ୍ଲୀ ପ୍ରଧାନ ଶିକ୍ଷକ ନିଲମଣି ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ସଭାପତି ପ୍ରଧାନ ଶିକ୍ଷକ କମଳାକାନ୍ତ ବରାଡ.ମୁଖ୍ୟଅତିଥି ମାଣିବନ୍ଧ ପଞ୍ଚାୟତ ସରପଞ୍ଚସୁନନ୍ଦା ବରାଳ, ମୁଖ୍ୟବକ୍ତା ଓଷ୍ଟାର ରାଜ୍ୟ ସଂପାଦକ ରମାକାନ୍ତ ମହାପାତ୍ର ସମ୍ମାନୀତଅତିଥି ସଭାପତି ନବନିର୍ମାଣ ଶିକ୍ଷକ ସଂଘ ଭରତ ମଙ୍ଗରାଜ, ସରସ୍ଵତିଶିଶୁ ବିଜ଼୍ଯା ମନ୍ଦିର ବୋଲଗଡ ପ୍ରକାଶ ଜିବନ ପାଳ, ବିଦ୍ୟାଳୟର ପ୍ରାକ୍ତନ ସଂପାଦକ ବାସୁଦେବ ମହାପାତ୍ର, ମାଧବ ଚନ୍ଦ୍ର ବଳବନ୍ତରାୟ, ବିଦ୍ୟାଳୟର ଚେୟାରମ୍ୟାକନ କହ୍ନୁ ରାଉତରାୟ, ବିଶ୍ଵେଧର ବିଦ୍ୟାପିଠବାୟାପଲ୍ଲୀ ବିରୁପାକ୍ଷ ଶତପଥି, ବୈକୁଣ୍ଠ ରାଉତରାୟ, ପ୍ରଶାନ୍ତ କୁମାର ସାମନ୍ତ୍ରରାୟ, ଭବାନିଶଙ୍କର ବିଦ୍ୟାପିଠ ଗଁପୁର ସୁରେସ ରଣା, ହରିହର ବିଦ୍ୟାପିଠ ଅସରଳା କ୍ଷେତ୍ରମୋହନ ରଣା ଖଗେଶ୍ଵର ତାଡ, ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ, ସରୋଜ କୁମାର ବାହିନି ପତି,ଜୁମରବର ପାଇକରାୟ, ଅକ୍ଷୟ କୁମାର ପ୍ରଧାନ, କର୍ମଚାରି ପ୍ରଣୟ କୁମାର ସାମନ୍ତରାୟ, ବିପିନ ବିହାରି ବରାଳ, ପୁରୋଷତମ ପରମାଣିକ, ସୁକାନ୍ତ ନିଶଙ୍କ ଓ ଶିକ୍ଷକ କମଳାକାନ୍ତ ବରାଡ ଧନ୍ୟବାଦ ଅର୍ପଣ କରିଥିଲେ ସଭା ପରିଚାଳନା ପ୍ରକାଶ କୁମାର ରାଉତରାୟ କରି ଶାନ୍ତି ଶୃଙ୍ଖଳାର ସହିତ ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବକୁ ଶେଷ କରିଥିଲେ