Hot Posts

6/recent/ticker-posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧ ମୃତ ଅନ୍ୟ ଜଣେ ଆହତ

ଭଦ୍ରକ ୧୬/୦୭ ( ନବଦୂତ ) : ସୂଚନା ମୁତାବିକ ଭଦ୍ରକ ସଦର ୧୬ ନମ୍ଵର ଜାତୀୟ ରାଜପଥ ନେହେରୁ ଷ୍ଟାଡିୟମ ଗେଟ ନିକଟରେ କୌଣସି କାରଣରୁ ଏକ ମାଲବାହୀ କଣ୍ଟେନର ଗତରାତ୍ରୀ ରୁ ଗାଡିର ଇଞ୍ଜିନ ଖରାପ ଯୋଗୁ ରାସ୍ତା କଡରେ ଛିଡା ହୋଇଥିଲା, ବାଲେଶ୍ୱର ଅଭିମୁଖେ ଯାଉଥିବା ଏଜ ଦ୍ରୁତଗାମୀ କାର ଚାଳକ ଭାରସମ୍ୟ ହରାଇ ଯୋରରେ କଣ୍ଟେନର ପଛ ପଟକୁ ଧକା ଦେଇଥିଲା, ଘଟଣା ସ୍ଥଳେ କାର ଚାଳକ ର ମୃତୁ ଘଟିଥିଲା, ଏବଂ କାରରେ ପଛ ସିଟ ରେ ବସିଥିବା ଅନ୍ୟଜଣେ ବ୍ୟକ୍ତି ଆହତ ହୋଇ ଭଦ୍ରକ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତି ଙ୍କ ର ନିଜପୁଅ କାର ଚଳାଉ ଥିବାବେଳେ କୌଣସି କାରଣରୁ ଭାରସମ୍ୟ ହରାଇ ଦୃଘଟଣା ଘଟିଥିବାର ସୂଚନା ମିଳିଛି।


ମାନସ କୁମାର ସାହୁ