Hot Posts

6/recent/ticker-posts

ଚାନ୍ଦିନୀଚୌକ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଅତିଥିମାନେ।

କଟକ, ୧୬/୦୭ ( କାହୁଁ ଚରଣ ବାରିକ ) : ପବିତ୍ର ରଥଯାତ୍ରା ଅବସରରେ କଟକ ଚାନ୍ଦିନୀଚୌକ ବଡ଼ଦାଣ୍ଡରେ ବିରାଜମାନ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କଟକ ମେୟର ସୁବାସ ସିଂ, କଟକ ମହାନଗର ନିଗମ କମିଶନର କିରନଦିପ୍ କୌର, କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଏବଂ କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସମସ୍ତେ ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।