ଧାମନଗର ୨୫/୦୭ ( ନବଦୂତ ) : ସୂଚନା ଅନୁଯାଇ ଭଦ୍ରକ ଜିଲା ଖପରପଦା ପଂଚାୟତ ଅଧିନସ୍ତ, ଇତିହାସ ରଚିତ ରକ୍ତସ୍ମାତ ଲୁଣିଆ ଗ୍ରାମର ପ୍ରଭୁ ଶ୍ରୀ ଜଗନାଥ ଙ୍କ ବାହୁଡା ଯାତ୍ରା ପାଳିତ, ବିଗଡ ୯ଦିନ ଧରି ମାଉସୀ ଘରେ ରହିବା ପରେ ପୁଣି ନିଜ ଗୃହ କୁ ମନବାଲାଇ ବାହୁଡ଼ିଲେ ଲୁଣିଆ ଗ୍ରାମର ୨ ନମ୍ବର ଓ ୧୧ ନମ୍ଵର ୱାର୍ଡ ର ପ୍ରଭୁ ଶ୍ରୀ ଜଗନ୍ନାଥ। ସନ୍ଧ୍ୟା ବେଳଠୁ ନାନା ପ୍ରକାର ବାଦ୍ୟ, ତୋପ, ବାଣ, ରଙ୍ଗନ ଆଲୋକରେ ରଞ୍ଜିତ ଭିନ୍ନ ଭିନ୍ସ ୨ଟି ବିଶାଳ (ଡି.ଯେ )ବାଦ୍ୟଯନ୍ତ୍ର ସହ ଗ୍ରାମର ଓ ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ମିଳିତ ହୋଇ ,ମଧ୍ୟରାତ୍ରୀ ଯାଇ,ପ୍ରଭୁଙ୍କ ୨ଟି ରଥକୁ ଭକ୍ତ ମାନେ ହୁଳହୁଳି, ହରିବୋଲ ପକେଇ, ଘୋଷଯାତ୍ରା କରି,ଗ୍ରାମ ମନ୍ଦିର କୁ ପୁନର୍ବାର ପ୍ରଭୁ ଙ୍କୁ ନିଜ ଗୃହ କୁ ପ୍ରତ୍ୟାବର୍ତନ କରିଥିବାର ସୂଚନା ମିଳିଛି।
ମାନସ କୁମାର ସାହୁ
