Hot Posts

6/recent/ticker-posts

କାମଠଣା ପଞ୍ଚାୟତର ବାଲିଜୋର ଗ୍ରାମରେ ପବିତ୍ର ରଥଯାତ୍ରା ପାଳିତ

ଭବାନୀପାଟଣା, ୧୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ବ୍ଲକ୍ କାମଠଣା ପଞ୍ଚାୟତ ଅନ୍ତର୍ଗତ ବାଲିଜୋର ଗ୍ରାମରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୂମଧାମରେ ପାଳିତ ହୋଇଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ହଜାର ହଜାର ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ରଥ ଟଣାଯାଇଥିଲା। ଏହି ଅବସରରେ କାମଠଣା ପଞ୍ଚାୟତ, ବାଲିଜୋର ଗ୍ରାମରେ ଗ୍ରାମ ରଥଯାତ୍ରା ପରିଚାଳନା କମିଟି ର ସଭାପତି (President): ସନ୍ତୋଷ ଗୌଡ଼, ଉପ-ସଭାପତି (Vice President): ହାତିରାମ୍ ନାଏକ, ସମ୍ପାଦକ (Secretary): ଅକୁରା ମାଝୀ, ପୂଜାର ରାଜା: ରାଜକିଶୋର ମାଝୀ, ପୂଜା କର୍ତ୍ତା (Guru): ଗୋବିନ୍ଦ ମାଝୀ ସଭ୍ୟବୃନ୍ଦ:ରମେଶ ସୁନା, କାର୍ତ୍ତିକ ମାଝୀ, ଶିବ ଶଙ୍କର ଗୌଡ଼, ନୀଳ ଗୌଡ଼ ଓ କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ପବିତ୍ର ରଥଯାତ୍ରା ଅବସରରେ ବାଲିଜୋର ଗ୍ରାମର ସମସ୍ତ ଗ୍ରାମବାସୀ ଓ ଭକ୍ତବୃନ୍ଦ ଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଗ୍ରାମବାସୀ, ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇ ଭକ୍ତିଭାବର ସହିତ ରଥଯାତ୍ରାରେ ସାମିଲ ହୋଇଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ହଜାର ହଜାର ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ରଥ ଟଣାଯାଇଥିଲା। କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ପବିତ୍ର ରଥଯାତ୍ରା ଅବସରରେ ବାଲିଜୋର ଗ୍ରାମର ସମସ୍ତ ଗ୍ରାମବାସୀ ଓ ଭକ୍ତବୃନ୍ଦ ଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଗ୍ରାମବାସୀ, ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇ ଭକ୍ତିଭାବର ସହିତ ରଥଯାତ୍ରାରେ ସାମିଲ ହୋଇଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଗ୍ରାମବାସୀ ବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରି ଦିଅନ୍ତୁ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ