Hot Posts

6/recent/ticker-posts

ବସ୍ତା ବିଜେପି ପକ୍ଷରୁ ବାବୁ ନନାଙ୍କ ଜନ୍ମ ଦିନ ପାଳନ l

ବାଲେଶ୍ୱର, ୧୮/୦୬ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ରେ ଜଣେ କଟର ହିନ୍ଦୁ ପନ୍ଥୀ ଯୁବକ ତଥା ବହୁ ହିନ୍ଦୁ ସଂଗଠନ ର ପଥ ପଦର୍ଶକ ସମାଜସେବୀ ଆଗ ଧାଡିର ନେତା ଙ୍କ ଜନ୍ମଦିନରେ ବିଜେପି ପକ୍ଷରୁ ତାଙ୍କ ଜନ୍ମଦିନରେ କେକ କାଟି ଶୁଭ ମନାସିଥିଲେ । ଛାତ୍ର ଜୀବନରୁ ଜଣେ ସୁ ସଂଗଠକ, ବିଜେପିର ସେବକ, ନିଜେ ବି ଦୁଇ ଦୁଇ ଥର ସଦାନନ୍ଦ ପୁର ଭଳି ପଞ୍ଚାୟତ ରେ ସେତେବେଳେ ୱାର୍ଡ ସଭ୍ୟ ଲଢ଼ିଛନ୍ତି । ଯେତେବେଳେ ବିଜେପି ର ଏମେଲ ସରପଞ୍ଚ ପ୍ରାର୍ଥୀ ମିଳିବା କଷ୍ଟକର ସେହିସମୟରେ ମଧ୍ଯ ସମିତି ସଭ୍ୟ ଭାବେ ଛିଡାହୋଇ ଲୋକଙ୍କ ସେବାରେ ନିୟୋଜିତ ଥିଲେ । ସେ ହେଉଛନ୍ତି ସମାଜସେବୀ ସତ୍ଯ ରଞନ ପାଣି (ବାବୁ ପାଣି)। ତାଙ୍କ ଜନ୍ମଦିନରେ ବସ୍ତା ବିଜେପି ନେତା ଶ୍ରୀଯୁକ୍ତ ଦେବାଶିଷ୍ କବି ଓ ଯୁବ ପ୍ରତିଭା ନିହାର ରଞ୍ଜନ ବେହେରା ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବିଶୁ ସିଂ ଲକ୍ଷ୍ମୀକାନ୍ତ ଦଳେଇ କମଳା ସାର୍ ଗୋକୁଳାନନ୍ଦ ବେହେରା ଦିବାକର ଗିରି,ଆକାଶ, ମୁନ୍ନା, ଆଉ ବହୁ ବିଜେପି ନେତା କର୍ମୀ ସାମିଲ୍ ହୋଇ ଅତ୍ୟନ୍ତ ଉଲ୍ଲାସର ସହିତ ପାଳନ କରିଥିଲେl 



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l